ଯୁବ ଗୋଷ୍ଠୀଙ୍କୁ ବିଶ୍ବ ଶ୍ରେଣୀୟ ଦକ୍ଷତା ତାଲିମ ପ୍ରଦାନ କରି ରାଜ୍ୟ ପାଇଁ ବିଶ୍ବ ଶ୍ରେଣୀୟ ଦକ୍ଷ ମାନବ ସମ୍ବଳ ସୃଷ୍ଟିକରିବା ଓ ସ୍କିଲ୍ଡ ଇନ ଓଡ଼ିଶାକୁ ବିଶ୍ଵସ୍ତରୀୟ ବ୍ରାଣ୍ଡ ଭାବେ ପରିଚିତ କରାଇବା ନେଇ ଅନୁଷ୍ଠାନ କାର୍ଯ୍ୟ କରୁଛି।
ଏହି ତାଲିମ ପ୍ରତିଷ୍ଠାନରେ ଉନ୍ନତ ଭିତ୍ତିଭୂମି ସହିତ ଯୋଗାଯୋଗର ସମସ୍ତ ସୁବିଧା ରହିଛି। ଏହି ପ୍ରତିଷ୍ଟାନରେ ଫିଟର, ଇଲେକ୍ଟ୍ରିସିଆନ, ଇଲୋକ୍ଟ୍ରୋନିକ୍ସ ମେକାନିକ, ଇନଷ୍ଟ୍ରୁମେଣ୍ଟ ମେକାନିକ, ମେକ୍, ଆରଏ ଆଣ୍ଡ ସି ୱେଲଡର ଆଦି ସମସ୍ତ ଟ୍ରେଡରେ ୨ ବାର୍ଷିକ ତାଲିମ ବ୍ୟବସ୍ଥା ଥିବାବେଳେ କେବଳ ୱେଲଡରରେ ଗୋଟିଏ ବର୍ଷର ତାଲିମ ସୁବିଧା ରହିଛି।
ଆପଣ ଜାଣିବାକୁ ଚାହୁଁଥିବା ପ୍ରଶ୍ନର ଯଦି କୌଣସି ଉତ୍ତର ନପାନ୍ତି, ତେବେ ଆମ ପାଖକୁ ସିଧାସଳଖ ଲେଖନ୍ତୁ।
ବର୍ତ୍ତମାନ ଏହି ୱେବସାଇଟକୁ ଲାଣ୍ଡସ୍କେପ୍ ମୋଡରେ ଦେଖି ହେବନାହିଁ। ସଠିକ ଭାବେ ଦେଖିବାକୁ ପୋଟ୍ରେଟ୍ ମୋଡରେ ରଖନ୍ତୁ।